ସହସ୍ର ଦଳ Ṡahasra daḻa

  • ସଂ. ବି — (ଦ୍ୱିଗୁ) ହଜାରେ ପାଖୁଡ଼ା — One thousand petals
  • ସଂ. ବି — (ବହୁବ୍ରୀହି) (ପୁରାଣୋକ୍ତ) ସହସ୍ର ଦଳଯୁକ୍ତ ପଦ୍ମ — (mythological) Lotus with a thousands petals
  • ସଂ. ବି — ବହୁ ଦଳବିଶିଷ୍ଟ ପଦ୍ମ (ବିଶ୍ୱକୋଷ) — Many petalled lotus
  • ବିଣ — ହଜାରେ ପାଖୁଡ଼ାଯୁକ୍ତ — Thousand-petalled