ସହସ୍ର କର Sahasra kara

  • ସଂ. ବି (ବହୁବ୍ରୀହି; ସହସ୍ର=ଅସଂଖ୍ୟ ଅଟେ କର= କିରଣ ଯାହାର) — ସୂର୍ଯ୍ୟ — The sun
  • ସଂ. ବି (ବହୁବ୍ରୀହି; ସହସ୍ର=ଅସଂଖ୍ୟ ଅଟେ କର= କିରଣ ଯାହାର) — (ସହସ୍ର ବାହୁ ଥିବାରୁ)—କାର୍ତ୍ତିବୀର୍ଯ୍ୟାର୍ଜୁନ (ଦେଖ) — Kārttabīrj̄yārjuna (See)