ସହର ପାଖିଆ Sahara pākhiā

  • ଦେ. ବିଣ — ସହରର ନିକଟବର୍ତ୍ତୀ — Adjacent to town; adjoining a city
  • ଦେ. ବିଣ — [ଉ—ସହର ପାଖିଆ ନଦୀ କୂଳ ପ୍ରାୟ ଦୁଇ କୋଶ ପର୍ଯ୍ୟନ୍ତ ହାଟ ବସିଲା ପରି ଲୋକଙ୍କ ଗହଳ ଚହଳ ଲାଗି ଥାଏ। ଫକୀରମୋହନ, ଗଳ୍ପସ୍ୱଳ୍ପ।]