ସହଯୋଗ Sahaj̄oga

  • ସଂ. ବି (ସହ+ଯୋଗ) — ସଂଯୋଗ — Union
  • ସଂ. ବି (ସହ+ଯୋଗ) — ମିଳନ — Meeting
  • ସଂ. ବି (ସହ+ଯୋଗ) — ସଙ୍ଗ — Company
  • ସଂ. ବି (ସହ+ଯୋଗ) — କୌଣସି କାର୍ଯ୍ୟରେ ଅନ୍ଯ ସହିତ ଯୋଗଦାନ — Cooperation with others
  • ସଂ. ବି (ସହ+ଯୋଗ) — ସମ୍ଭୋଗ; ମୈଥୁନ — Cohabitation