ସହଯୋଗୀ Sahaj̄ogī

  • ସଂ. ବିଣ. ପୁଂ (ସହଯୋଗିନ୍ ଶବ୍ଦ; ସହ+ଯୋଗ+ଇନ୍) — ସହକାରୀ — Assisting
  • ସଂ. ବିଣ. ପୁଂ (ସହଯୋଗିନ୍ ଶବ୍ଦ; ସହ+ଯୋଗ+ଇନ୍) — ସାହାଯ୍ୟକାରୀ — Helping
  • ସଂ. ବିଣ. ପୁଂ (ସହଯୋଗିନ୍ ଶବ୍ଦ; ସହ+ଯୋଗ+ଇନ୍) — ଏକତ୍ର କାର୍ଯ୍ୟକାରୀ — Cooperating; cooperative
  • ବି — ସହକାରୀ ବ୍ଯକ୍ତି — An assistant
  • ବି — ଏକ ସଙ୍ଗେ କାର୍ଯ୍ୟକାରୀ ବ୍ଯକ୍ତି — Colleague
  • ବି — ସହଯୋଗ କରିବା ବ୍ଯକ୍ତି — Cooperator
  • ଦେ. ବି — (ଆଧୁନିକ ରାଜନୀତି) ସରକାରଙ୍କ ସଙ୍ଗେ ସହଯୋଗ କରି କାର୍ଯ୍ୟ କରିବା ବ୍ଯକ୍ତି — (Modern politics) A person who acts in cooperation with the Government