ସହଯୁଦ୍ଧ୍ୱା Sahajuddhwā

  • ସଂ. ବିଣ (ସହ+ଯୁଧ୍ ଧାତୁ+କର୍ତ୍ତୃ ବନ୍; ସହଯୁଦ୍ଧ୍ୱନ୍ 1 ମା. 1 ବ) — ଏକତ୍ର ଯୁଦ୍ଧକାରୀ — Fighting together
  • ବି — ସହଯୋଦ୍ଧା; ଏକତ୍ର ଯୁଦ୍ଧକାରୀ— ବୀର — Co-warrior