ସହବ୍ରତା Sahabratā

  • ସଂ. ବିଣ. ସ୍ତ୍ରୀ (ସହବ୍ରତ+ସ୍ତ୍ରୀ. ଆ) — ସହବ୍ରତର ସ୍ତ୍ରୀଲିଙ୍ଗ — Feminine of Sahabrata
  • ସଂ. ବି. ସ୍ତ୍ରୀ — ସହଧର୍ମିଣୀ; ବିବାହିତା ସ୍ତ୍ରୀ; ଧର୍ମପତ୍ନୀ (ବିଶ୍ୱକୋଷ) — One's wedded wife