ସହବାସ—ସମ୍ମତି—ଆଇନ Sahabāsa sammati āin

  • ଦେ. ବି — କୌଣସି ବାଳିକା ଆପଣା ସଙ୍ଗେ ସଙ୍ଗମ କରିବାକୁ ପୁରୁଷକୁ ଅନୁମତି ଦେଲେ ବାଳିକାର ଯେଉଁବର୍ଷ ପର୍ଯ୍ୟନ୍ତ ବୟସ ହୋଇ ନ ଥିଲେ ତାହା ଆଇନ ଅନୁସାରେ ବାଳିକାର ସମ୍ମତି ରୂପେ ଗୃହୀତ ହୁଏ ନାହିଁ, ଏହି ଆଇନ — The age-of-consent-law; the law which fixes the minimum age of a girl after which the girl will be considered to be free to give her legal consent to sexual union with a male