ସହଧର୍ମିଣୀ Sahadharmiṇī

  • ସଂ. ବି. ସ୍ତ୍ରୀ (ସହଧର୍ମନ୍+ଇନ୍+ସ୍ତ୍ରୀ ଈ) — ବେଦ— ବିଧାନ ଦ୍ୱାରା ବିବାହିତା ସ୍ତ୍ରୀ (ଅମର) — One's legally married wife
  • ସଂ. ବି. ସ୍ତ୍ରୀ (ସହଧର୍ମନ୍+ଇନ୍+ସ୍ତ୍ରୀ ଈ) — ପତ୍ନୀ — One's wife
  • ସଂ. ବି. ସ୍ତ୍ରୀ (ସହଧର୍ମନ୍+ଇନ୍+ସ୍ତ୍ରୀ ଈ) — [ଦ୍ର—କାରଣ, ସପତ୍ନୀକ ହୋଇ ଧର୍ମାଚରଣ କରିବ ବୋଲି ଶାସ୍ତ୍ରରେ ଉପଦେଶ ଅଛି।]