ସହଜମିତ୍ର Sahaja mitra
- ସଂ. ବି — ସ୍ୱାଭାବିକ ମିତ୍ର — Born friends
- ସଂ. ବି — ଆପଣର ଭାଗିନେୟ, ପୈତୃ— ସ୍ୱସ୍ରୀୟ ଓ ମାତୃସ୍ୱସ୍ରୀୟାଦି ବନ୍ଧୁ (ମିତାକ୍ଷରା) — One's sister's son, and son of one's father's sister and of mother's sister
- ସଂ. ବି — [ଦ୍ର—ମିତାକ୍ଷରା ଆଚାରାଧ୍ୟାୟରେ ସହଜ ମିତ୍ର ଓ ସହଜ ଶତ୍ରୁ, ଦୁଇ ଶ୍ରେଣୀର ଆତ୍ମୀୟ ପରି ଗୃହୀତ ହୋଇଅଛନ୍ତି। ଭଣଜା, ମାଉସୀ ପୁଅ ଭାଇ, ପିଉସୀ ପୁଅ ଭାଇ, ଏମାନେ ସହଜ ମିତ୍ର ଏବଂ ଖୁଡ଼ୁତା ପୁଅ ଭାଇ ଓ ଦେଢ଼ୁତା ପୁଅ ଭାଇ ସହଜ ଶତ୍ରୁ ଅଟନ୍ତି—ବିଶ୍ୱକୋଷ।]