ସହଜମାରି Sahajamāri
- ଦେ. ବି (ବୈଦ୍ଯକ) — ବନ୍ୟ ତରୁବିଶେଷ — A kind of wild tree
- ଦେ. ବି (ବୈଦ୍ଯକ) — [ଦ୍ର—ଏହା 10/12 ହାତ ଉଚ୍ଚ ହୁଏ। ଏ ଗଛର ଛେଲି ବାଟିକରି ଖାଇଲେ ଗଞ୍ଜାଇ ଠାରୁ ବେଶି ନିଶା ଧରେ। ଏହି ଗଛର ଡାଳରେ ଭଙ୍ଗଡ଼ିମାନେ ଭାଙ୍ଗ ଘୋଟା ଠେଙ୍ଗା କରନ୍ତି।] — [ଦ୍ର—ଏହା10/12ହାତ ଉଚ୍ଚ ହୁଏ ଏ ଗଛର ଛେଲି ବାଟିକରି ଖାଇଲେ ଗଞ୍ଜାଇ ଠାରୁ ବେଶି ନିଶା ଧରେ ଏହି ଗଛର ଡାଳରେ ଭଙ୍ଗଡ଼ିମାନେ ଭାଙ୍ଗ ଘୋଟା ଠେଙ୍ଗା କରନ୍ତି]