ସହଜନ୍ମା Sahajanmā

  • ସଂ. ବିଣ (ବହୁବ୍ରୀହି; ସହ+ଜନ୍ମନ୍; 1 ମା. 1 ବ) — ଯମଜ; ଏକତ୍ର ଜାତ — Born together; twin
  • ସଂ. ବିଣ (ବହୁବ୍ରୀହି; ସହ+ଜନ୍ମନ୍; 1 ମା. 1 ବ) — ସହୋଦର — Uterine