ସହଜ ଶତ୍ରୁ Sahaja ṡaṭru

  • ସଂ. ବି — ସ୍ୱାଭାବିକ ଶତ୍ରୁ — Natural enmy
  • ସଂ. ବି — ବୈମାତ୍ରେୟ, ପିତୃବ୍ୟ ଓ ପିତୃବ୍ୟ ପୁତ୍ର (ଏମାନେ ବିଷଯେର ଅଂଶୀଦାର ଥିବାରୁ—ମିତାକ୍ଷରା) — One's step-brothers, paternal uncle and his son
  • ସଂ. ବି — [ଦ୍ର—ସହଜମିତ୍ର ତଳେ ଟୀକା ଦେଖ।]