ସହଜ ଭଜନ Sahaja bhajana

  • ଦେ. ବି (ସହଜିଆ ଧର୍ମ ଦେଖ) — ରାଧାରୂପେ କଳ୍ପିତା ଏକାନ୍ତ ବିଷ୍ଣୁଭକ୍ତା ପରକୀୟା ନାୟିକାଙ୍କ ସଙ୍ଗେ ମଧୁର ରସାବଲମ୍ବନ ଦ୍ୱାରା ଭକ୍ତିସାଧନର ମାର୍ଗବିଶେଷ; ଭୋଗ ମାର୍ଗ ଦେଇ ଯୋଗପଥକୁ ଗମନପୂର୍ବକ ଭକ୍ତିସାଧନ — Practice of devotion to God through satiation of lust with the help of a devoted lady