ସହ ପ୍ରଯାୟୀ Saha praj̄āyī

  • ସଂ. ବିଣ. ପୁଂ (ସହ+ପ୍ର+ ଯା ଧାତୁ; ସ୍ଥା ଧାତୁ+ କର୍ତ୍ତୃ ଇନ୍, 1 ମା 1 ବ) — ଏକ ସଙ୍ଗେ ଗମନକାରୀ; ସହଯାତ୍ରୀ — Going or walking together