ସହ ଖଟ୍ୱାସନ Saha khaṭwāsana

  • ସଂ. ବିଣ. ପୁଂ (ବହୁବ୍ରୀହି; ସହ+ଖଟ୍ୱାସନ) — କୌଣସି ବ୍ଯକ୍ତି ସଙ୍ଗେ ଏକ ଖଟରେ ଶୟନକାରୀ ବା ଆସନରେ ଉପବେଶନକାରୀ (ବ୍ଯକ୍ତି) — (a person) Using the same bed or seat along with another