ସସ୍ୟ (ଇତ୍ୟାଦି) Sasya (etc)
- ସଂ. ବି (ସଂ. ଶସ୍ୟର ଅନ୍ଯରୂପ; ସସ ଧାତୁ=ନିଦ୍ରା— ଯିବା+କରଣ) ଯ; ଯାହାଦ୍ୱାରା ପ୍ରାଣୀଙ୍କର ସୁନିଦ୍ରା ହୁଏ] ଶସ୍ୟ ଇତ୍ୟାଦି (ଦେଖ) କୃଷିଜାତ ଧାନ୍ୟାଦି (ହେମଚନ୍ଦ୍ର) — Grains
- ସଂ. ବି (ସଂ. ଶସ୍ୟର ଅନ୍ଯରୂପ; ସସ ଧାତୁ=ନିଦ୍ରା— ଯିବା+କରଣ) ଯ; ଯାହାଦ୍ୱାରା ପ୍ରାଣୀଙ୍କର ସୁନିଦ୍ରା ହୁଏ] [ଦ୍ର— ଏହି ଅର୍ଥରେ ଅନ୍ଯ ଯୌଗିକ ଶବ୍ଦ (ଯଥା—ସସ୍ୟକ୍ଷେତ୍ର, ସସ୍ୟପାଳ, ସସ୍ୟରକ୍ଷକ, ଇତ୍ୟାଦି) ମାନଙ୍କ ପାଇଁ 'ଶସ୍ୟ' ଶବ୍ଦ ପରେ ଦେଖ।]
- ସଂ. ବି (ସଂ. ଶସ୍ୟର ଅନ୍ଯରୂପ; ସସ ଧାତୁ=ନିଦ୍ରା— ଯିବା+କରଣ) ଯ; ଯାହାଦ୍ୱାରା ପ୍ରାଣୀଙ୍କର ସୁନିଦ୍ରା ହୁଏ] ଧାନ୍ୟ (ହେମଚନ୍ଦ୍ର) — Paddy
- ସଂ. ବି (ସଂ. ଶସ୍ୟର ଅନ୍ଯରୂପ; ସସ ଧାତୁ=ନିଦ୍ରା— ଯିବା+କରଣ) ଯ; ଯାହାଦ୍ୱାରା ପ୍ରାଣୀଙ୍କର ସୁନିଦ୍ରା ହୁଏ] ବୃକ୍ଷାଦିର ଫଳ — Fruits of trees
- ସଂ. ବି (ସଂ. ଶସ୍ୟର ଅନ୍ଯରୂପ; ସସ ଧାତୁ=ନିଦ୍ରା— ଯିବା+କରଣ) ଯ; ଯାହାଦ୍ୱାରା ପ୍ରାଣୀଙ୍କର ସୁନିଦ୍ରା ହୁଏ] ଶସ୍ତ୍ର (ହି. ଶ) — Weapon
- ସଂ. ବି (ସଂ. ଶସ୍ୟର ଅନ୍ଯରୂପ; ସସ ଧାତୁ=ନିଦ୍ରା— ଯିବା+କରଣ) ଯ; ଯାହାଦ୍ୱାରା ପ୍ରାଣୀଙ୍କର ସୁନିଦ୍ରା ହୁଏ] ଗୁଣ (ହି. ଶ) — Quality
- ସଂ. ବି (ସଂ. ଶସ୍ୟର ଅନ୍ଯରୂପ; ସସ ଧାତୁ=ନିଦ୍ରା— ଯିବା+କରଣ) ଯ; ଯାହାଦ୍ୱାରା ପ୍ରାଣୀଙ୍କର ସୁନିଦ୍ରା ହୁଏ] ଉତ୍କୃଷ୍ଟତା — Excellence
- ସଂ. ବି (ସଂ. ଶସ୍ୟର ଅନ୍ଯରୂପ; ସସ ଧାତୁ=ନିଦ୍ରା— ଯିବା+କରଣ) ଯ; ଯାହାଦ୍ୱାରା ପ୍ରାଣୀଙ୍କର ସୁନିଦ୍ରା ହୁଏ] ଫଳାଦିର ଅଭ୍ୟନ୍ତରସ୍ଥ କୋମଳ ଅଂଶ — The kernel inside the seeds or fruits