ସସ୍ପୃହ Saspṛuha

  • ସଂ. ବିଣ. ପୁଂ (ସ+ସ୍ପୃହା; ସହାର୍ଥ. ବହୁବ୍ରୀହି) — ସ୍ପୃହା— ଯୁକ୍ତ; ସାଭିଳାଷ — Longing
  • ସଂ. ବିଣ. ପୁଂ (ସ+ସ୍ପୃହା; ସହାର୍ଥ. ବହୁବ୍ରୀହି) — ଲୋଭ ଯୁକ୍ତ; ଲୋଭାନ୍ୱିତ — Avaricious