ସସୌଷ୍ଠବ Sasa̲u̲shṭhaba

  • ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ସ+ସୌଷ୍ଠବ) — ପରମ ସୁନ୍ଦର — Very graceful; very symmetrical
  • ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ସ+ସୌଷ୍ଠବ) — ବେଗଗାମୀ — Swift