ସସୀମ Sasīma

  • ସଂ. ବିଣ (ସହାର୍ଥ ବହୁବ୍ରୀହି; ସ+ସୀମନ୍; 1 ମା. 1 ବ) ସୀମା ସହିତ — With the boundaries
  • ସଂ. ବିଣ (ସହାର୍ଥ ବହୁବ୍ରୀହି; ସ+ସୀମନ୍; 1 ମା. 1 ବ) ସୀମାର ମଧ୍ୟବର୍ତ୍ତୀ (ହି. ଶ) — Situated within the boundaries
  • ସଂ. ବିଣ (ସହାର୍ଥ ବହୁବ୍ରୀହି; ସ+ସୀମନ୍; 1 ମା. 1 ବ) ନିକଟବର୍ତ୍ତୀ (ବିଶ୍ୱକୋଷ) — Adjoining