ସସାକ୍ଷିକ Sasākshika

  • ସଂ. ବିଣ (ସହାର୍ଥ ବହୁବ୍ରୀହି; ସ+ସାକ୍ଷୀ+କ) — ଯେଉଁ ଦଲିଲରେ ସାକ୍ଷୀ ହସ୍ତଖତ କରି ଥାଆନ୍ତି
  • ସଂ. ବି (ବିଷ୍ଣୁ ସଂହିତା) — ସାକ୍ଷୀମାନଙ୍କ ସ୍ୱାକ୍ଷର ଦ୍ୱାରା ଚିହ୍ନିତ ଲେଖା — Attested deed