ସସମ୍ଭ୍ରମ Sasambhrama

  • ସଂ. ବିଣ (ସହାର୍ଥ ବହୁବ୍ରୀହି; ସ+ ସମ୍ଭ୍ରମ) — ସମ୍ଭ୍ରମ— ଯୁକ୍ତ ଭଦ୍ରତାବିଶିଷ୍ଟ — Respectful
  • ସଂ. ବିଣ (ସହାର୍ଥ ବହୁବ୍ରୀହି; ସ+ ସମ୍ଭ୍ରମ) — ତ୍ୱରା ବିଶିଷ୍ଟ; ଉଦ୍ବେଗ ବିଶିଷ୍ଟ — Hasty