ସସମ୍ଭ୍ରମେ Sasambhrame
- ଦେ. କ୍ରି. ବିଣ (ସଂ. ସମମ୍ଭ୍ରମଂ) — ସମ୍ମାନ ପ୍ରଦର୍ଶନ— ପୂର୍ବକ — Respectfully
- ଦେ. କ୍ରି. ବିଣ (ସଂ. ସମମ୍ଭ୍ରମଂ) — ତ୍ୱରା ସହିତ — Hastily
- ଦେ. କ୍ରି. ବିଣ (ସଂ. ସମମ୍ଭ୍ରମଂ) — ସାଦରେ; ସାଦରରେ — Cordially
- ଦେ. କ୍ରି. ବିଣ (ସଂ. ସମମ୍ଭ୍ରମଂ) — ଉଦ୍ବେଗ ସହକାରେ — Auxiously