ସସପେଣ୍ଡ୍ Saspeṇḍ

  • ବୈଦେ. ବି (ଇଂ. ସସ୍ପେଣ୍ଡ୍) — କିୟତ୍କାଳ ପାଇଁ ଚାକିରିରୁ ଚ୍ୟୁତ ବା ରହିତ ହେବା; କର୍ମଚ୍ୟୁତ — Suspension from service
  • ବୈଦେ. ବିଣ. (ଇଂ. ସସ୍ପେଣ୍ଡେଡ୍) — କିଛିକାଳ ପାଇଁ କାର୍ଯ୍ୟରୁ ରହିତ ବା କର୍ମଚ୍ୟୁତ — Suspended from service