ସସତ୍ତ୍ୱା Sasattwā

  • ସଂ. ବିଣ. ସ୍ତ୍ରୀ (ସ+ସହିତ+ସତ୍ତ୍ୱ=ଗର୍ଭସ୍ଥ ପ୍ରାଣୀ+ଆ; ବହୁବ୍ରୀହି) — ଗର୍ଭିଣୀ; ଅନ୍ତଃସତ୍ତ୍ୱା — Pregnant
  • ସଂ. ବି. ସ୍ତ୍ରୀ — ଗର୍ଭିଣୀ ସ୍ତ୍ରୀ — Pregnant woman