ସସଜ୍ଜ Sasajja

  • ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ସ+ସଜ୍ଜା) — ସଜ୍ଜିତ — Dressed; fitted up
  • ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ସ+ସଜ୍ଜା) — ସଜ୍ଜା ବିଶିଷ୍ଟ — Furnished