ସଶ୍ମଶ୍ରୁ Saṡmaṡru

  • ସଂ. ବି. ସ୍ତ୍ରୀ — ଶ୍ମଶ୍ରୁଯୁକ୍ତା ସ୍ତ୍ରୀ; ନରମାଳିନୀ (ହେମଚନ୍ଦ୍ର) — A bearded woman
  • ବି. ପୁଂ — ଶ୍ମଶ୍ରୁଯୁକ୍ତ ପୁରୁଷ — A bearded man