ସଳଖେ ସଳଖେ Saḻakhe saḻakhe

  • ଦେ. କ୍ରି. ବିଣ — ସିଧାଏ ସିଧାଏ; ଋଜୁଭାବରେ — Straight; in a straight manner; straightforwardly
  • ଦେ. କ୍ରି. ବିଣ — ପ୍ରତ୍ୟକ୍ଷ ଭାବରେ; ଅନ୍ୟର ଅପେକ୍ଷା ନ କରି — Directly
  • ଦେ. କ୍ରି. ବିଣ — (ଯଥା; ଜମିଦାର ମୋ ଉପରେ ଜୁଲମ କରିବାରୁ ମୁଁ ସଳଖେ ସଳଖେ ଥାନାକୁ ଚାଲିଗଲି।)