ସଳଖି ହେବା Saḻakhi hebā
- ଦେ. କ୍ରି — ସ୍ୱୟଂ ସଳଖ ବା ସିଧା ହେବା — To become straight
- ଦେ. କ୍ରି — [ଉ— ବାର ବରଷରେ କୁକୁରଲାଙ୍ଗୁଡ଼ ସଳଖି ହୁଏ ନାହିଁ—ଢଗ]
- ଦେ. କ୍ରି — (ଲକ୍ଷଣାର୍ଥ) ଦୁଷ୍ଟ ବା କ୍ରୂର ପ୍ରକୃତି ତ୍ୟାଗ କରି ସୁସ୍ୱଭାବ ହେବା — To improve; to give up one's crooked or wicked ways and become good