ସଲ Saḻa

  • ଦେ. ବି. ଓ ବିଣ (ସଂ. ଶଲ୍ୟ) — ଶଲ (ଦେଖ) — Ṡala. (See)
  • ଦେ. ବି. ଓ ବିଣ (ସଂ. ଶଲ୍ୟ) — [ଉ—ଭଲ ଭଲ ଲୋକେ ଯାହା କହୁଥିଲେ ମଣିଲି ତାହା ମୁଁ ସଲ ହେ। ବିଶ୍ୱନାଥ, ବିଚିତ୍ର ରାମାୟଣ।]