ସଲ୍ Sal

  • ଦେ. ବି (ହେବ୍ରୁ ନାମ) — ବାଇବେଲ୍ ଲିଖିତ ରାଜ ଡାଭିଡ୍ଙ୍କ ଶ୍ୱଶୁର — Saul, the father-in-law of King David
  • ଦେ. ବି (ହେବ୍ରୁ ନାମ) — [ଦ୍ର—ସଲ୍ ବାଇବଲ୍ର ପୁରାତନ ଶାସ୍ତ୍ର — (Old Testament)ର1ମ ଖଣ୍ଡ ସାମୁଏଲ୍(Samuel)ରେ ଲିଖିତ ଇସ୍ରେଇଲ୍(Israil)ବାସୀମାନଙ୍କ ରାଜା ଏହାଙ୍କ ପିତାଙ୍କ ନାମ କିସ୍(Kish).ଈଶ୍ୱରାଦେଶ ଅନୁସାରେ ସାମୁଏଲ୍ ଏହାଙ୍କୁ ଈଶ୍ୱରପୂଜକ ଇସ୍ରେଇଲ୍ବାସୀଙ୍କ ସେନାଧ୍ୟକ୍ଷ ବା ରାଜାରୂପେ ଅଭିଷିକ୍ତ କରିଥିଲେ ଏ ପ୍ରଥମେ ଇସ୍ରେଇଲ୍ ବାସୀଙ୍କୁ ପ୍ରତିମାପୂଜକ ଫିଲିଷ୍ଟାଇନ୍(Philistines)ମାନଙ୍କ ଠାରୁ ରକ୍ଷା କରିଥିଲେ ଡାଭିଡ୍ ନାମକ ଜଣେ ଈଶ୍ୱରଭକ୍ତ ବୀରଙ୍କୁ ସଲ୍ ନିଜର ଗୋଟିଏ କନ୍ୟାକୁ ଦାନ କରିଥିଲେ କିନ୍ତୁ ପରେ ଡାଭିଡ୍ଙ୍କ ଯଶୋ— ବିସ୍ତାରରେ ସଲ୍ ଈର୍ଷାନ୍ୱିତ ହୋଇ ଡାଭିଡ୍ଙ୍କୁ ହତ୍ୟା କରିବାକୁ ନାନା ଚକ୍ରାନ୍ତ କରି ଅକୃତକାର୍ଯ୍ୟ ହେଲେ ପରେ ଈଶ୍ୱରାଦେଶରେ ସଲ୍ ରାଜପଦରୁ ଚ୍ୟୁତ ହେଲେ ଏବଂ ତାଙ୍କ ସ୍ଥଳରେ ଡାଭିଡ୍(David)ରାଜପଦରେ ଅଭିଷିକ୍ତ ହେଲେ ଅବଶେଷରେ ପ୍ରତିମାପୂଜକମାନଙ୍କ ସଙ୍ଗେ ଯୁଦ୍ଧରେ ପରାସ୍ତ ହୋଇ ସଲ୍ ନିଜେ ଗୋଟିଏ ଖଡ୍ଗ ଉପରେ ପଡ଼ି ଆତ୍ମହତ୍ୟା କଲେ]