ସଲୋଜ Saloja

  • ବୈଦେ. ବି — (ଇଂ ସେଲେରି)—ବନ୍ଧାକୋବି ପରି ଏକପ୍ରକାର ବିଲାତି ଶାଗ — Lettuce
  • ବୈଦେ. ବି — [ଦ୍ର—ଏହାର ପତ୍ରକୁ ସାହେବମାନେ କଞ୍ଚା ଖାଆନ୍ତି। ଶୀତକାଳରେ ଆମ ଦେଶ ଲୋକେ କୋବି ଆଦି ସାଙ୍ଗେ ବଗିଚାରେ ଏହାକୁ ଲଗାନ୍ତି ଓ ତିଅଣ କରି ଖାଆନ୍ତି।]
  • ବୈଦେ. ବି — (ଇଂ ସାଲାଡ୍)—ଗାଜର, ମୂଳା, ପିଆଜ ଆଦିର ପତ୍ରର ସିର୍କାରେ କିଛି ଦିନ ବତୁରା ହୋଇ ରଖାଯାଇ ତିଆର କରାଯିବା ଆଚାର — Salad