ସଲ୍ଟ ପିଅନ୍ Salṭ pian

  • ବୈଦେ. ବି — ସରକାରଙ୍କ ନିମ୍କୀ ବିଭାଗର ପିଆଦା — A peon of the Salt Department
  • ବୈଦେ. ବି — [ଦ୍ର—ଏହିପରି ସଲ୍ଟ୍ ଇନ୍ସପେକ୍ଟର, ସଲ୍ଟ ସବ୍ ଇନ୍ସପେକ୍ଟର, ସଲ୍ଟ ଦାରୋଗା, ସଲ୍ଟ ସୁପରିଣ୍ଟେଣ୍ଡେଣ୍ଟ୍ ଆଦି ଶବ୍ଦ ବ୍ଯବହୃତ ହୁଏ।