ସଲୀଳ Salīḻa

  • ସଂ. ବିଣ (ସ=ସହ+ଲିଳା ବହୁବ୍ରୀହି) — ଲୀଳା— ଯୁକ୍ତ — Sportive
  • ସଂ. ବିଣ (ସ=ସହ+ଲିଳା ବହୁବ୍ରୀହି) — ଭଙ୍ଗୀସହିତ — Full of gestures
  • ସଂ. ବିଣ (ସ=ସହ+ଲିଳା ବହୁବ୍ରୀହି) — କୌତୁକୀ; କୌତୁହଳୀ — Curious; funny; full of curiousity