ସଲିଳେଶୟ Saliḻeṡaya

  • ସଂ. ବିଣ (ସଲିଳେ=ଜଳରେ+ଶି ଧାତୁ+କର୍ତ୍ତୃ. ଅ; ଅଲୁକ ସମାସ) — ଜଳରେ ଶୟନକାରୀ — Sleeping on or in water