ସଲିଳୀ Saliḻī

  • ସଂ. ବିଣ (ସଲିଳ+ଅଛି ଅର୍ଥରେ ଇନ୍; 1 ମା. 1 ବ.) — ଜଳୀୟ — Aquatic
  • ସଂ. ବିଣ (ସଲିଳ+ଅଛି ଅର୍ଥରେ ଇନ୍; 1 ମା. 1 ବ.) — ଜଳଧାରୀ — Having water