ସଲିଳଦ Saliḻada

  • ସଂ. ବିଣ (ସଲିଳ+ଦା ଧାତୁ+କର୍ତ୍ତୃ. ଅ) — ଜଳ ଦାନକାରୀ — Bestowing or supplying water
  • ସଂ. ବି — ମେଘ (ହି. ଶ) — Cloud