ସଲିମ୍ Salim
- ଦେ. ବି (ନାମ) (ଫା) — ଭାରତରେ ପଠାଣ ସାମ୍ରାଜ୍ୟର ସମ୍ରାଟ୍ ସେର୍ସାହାଙ୍କ ଦ୍ୱିତୀୟ ପୁତ୍ର — Name of a Paṭhāṇa Emperor of India
- ଦେ. ବି (ନାମ) (ଫା) — [ଦ୍ର— ସେର୍ସାହାଙ୍କ ମୃତ୍ୟୁ ହେବାରୁ ଏ ଖ୍ରୀ 1546 ଠାରୁ 1554 ପର୍ଯ୍ୟନ୍ତ ଅତି ସୁନିୟମରେ ରାଜ୍ୟଶାସନ କରିଥିଲେ।] — [ଦ୍ର— ସେର୍ସାହାଙ୍କ ମୃତ୍ୟୁ ହେବାରୁ ଏ ଖ୍ରୀ1546ଠାରୁ1554ପର୍ଯ୍ୟନ୍ତ ଅତି ସୁନିୟମରେ ରାଜ୍ୟଶାସନ କରିଥିଲେ]
- ଦେ. ବି (ନାମ) (ଫା) — ମୋଗଲ ସମ୍ରାଟ୍ ଜାହାଙ୍ଗିରଙ୍କର ସିଂହାସନାରୋହଣ ପୂର୍ବର ନାମ; ଆକବରଙ୍କ ଜ୍ଯେଷ୍ଠ ପୁତ୍ର — The original name of the Moghal Emperor Jāhāṅgir, son of Akbar, before he ascended the throne