ସଲାମ୍ Salām

  • ବୈଦେ. ବି (ଆ. ସଲାମ୍ ବା ଅସ୍ସଲାମ୍=କୁଶଳ; ସୁଖଶାନ୍ତି) — ମୁସଲମାନୀ ନମସ୍କାର ବା ଅଭିବାଦନ — Mahomedan form of greeting; salutation
  • ବୈଦେ. ବି (ଆ. ସଲାମ୍ ବା ଅସ୍ସଲାମ୍=କୁଶଳ; ସୁଖଶାନ୍ତି) — [ଦ୍ର—ଡାହାଣ ହାତର କରତାଳକୁ କପାଳରେ ଲଗାଇ 'ସଲାମ' ବା 'ଅସ୍ଲାମ୍ ଆଲେକମ୍' ବା 'ସଲାମ ଆଲେକୁମ୍' ଉଚ୍ଚାରଣ କରାଯାଏ।]
  • ବୈଦେ. ବି (ଆ. ସଲାମ୍ ବା ଅସ୍ସଲାମ୍=କୁଶଳ; ସୁଖଶାନ୍ତି) — (ଲକ୍ଷଣାର୍ଥ) ପ୍ରଶଂଶାସୂଚକ ନମସ୍କାର — Greeting; praise
  • ବୈଦେ. ବି (ଆ. ସଲାମ୍ ବା ଅସ୍ସଲାମ୍=କୁଶଳ; ସୁଖଶାନ୍ତି) — [ଉ—ଝୁଲା ମଞ୍ଜୂଳା ତୋ ଲଲାମ ଛବିକି ସଲାମ ସହସ୍ରେ ଥର ରେ—କବିସୂର୍ଯ୍ୟ, ସଙ୍ଗୀତ।]
  • ବୈଦେ. ଅ (ଆ. ସଲାମ୍ ଆଲେକମ୍=ଈଶ୍ୱରଙ୍କ ଦୟାରୁ ଆପଣଙ୍କର ସୁଖ ହେଉ) — ମୁସଲମାନୀ ନମସ୍କାର କରିବା ବ୍ଯକ୍ତିଙ୍କର ପରସ୍ପର ଅଭିବାଦନ— ସୂଚକ ବଚନ — (like 'Good morning' in English) A term used by Mahomedans in greeting each other