ସଲାମତ୍ Salāmaṫ

  • ବୈଦେ. ବି (ଆ. ସଲାମତ୍=ସବୁ ପ୍ରକାର ଆପଦରୁ ରକ୍ଷିତ) — ସୁଖ — Happiness
  • ବୈଦେ. ବି (ଆ. ସଲାମତ୍=ସବୁ ପ୍ରକାର ଆପଦରୁ ରକ୍ଷିତ) — ମଙ୍ଗଳ; କୁଶଳ — Bliss
  • ବୈଦେ. ବି (ଆ. ସଲାମତ୍=ସବୁ ପ୍ରକାର ଆପଦରୁ ରକ୍ଷିତ) — ସ୍ୱାସ୍ଥ୍ୟ — Health
  • ବୈଦେ. ବି (ଆ. ସଲାମତ୍=ସବୁ ପ୍ରକାର ଆପଦରୁ ରକ୍ଷିତ) — ଶାନ୍ତି — Peace
  • ବୈଦେ. ବି (ଆ. ସଲାମତ୍=ସବୁ ପ୍ରକାର ଆପଦରୁ ରକ୍ଷିତ) — ମୁକ୍ତି — Liberation
  • ବୈଦେ. ବି (ଆ. ସଲାମତ୍=ସବୁ ପ୍ରକାର ଆପଦରୁ ରକ୍ଷିତ) — ସବୁ ପ୍ରକାର ଆପଦରୁ ରକ୍ଷା ପାଇବା ଅବସ୍ଥା — The state of being protected from all danger
  • ବୈଦେ. ଅ — (ଜାହାଜିଆ ଭାଷା) ସଲାମ୍ (ଦେଖ) — Salām. (See)
  • ବୈଦେ. ଅ — [ଉ—ତଣ୍ଡେଲ—"ସାହେବ, ସଲାମତ୍" ଖଲାସି—"ଏଁ, ୟାଁ" ଫକୀରମୋହନ, ଗଳ୍ପସଳ୍ପ।]