ସଲା ସୁତରା, ସଲା ସୁତୁରା Salā suta(u)rā
- ଦେ. ବି (ଆ. ସଲ୍ହା+ସଂ. ସୂତ୍ର; ସହଚର ଶବ୍ଦ ଯୁଗ୍ମ) — ମନ୍ତ୍ରଣା — Consultation
- ଦେ. ବି (ଆ. ସଲ୍ହା+ସଂ. ସୂତ୍ର; ସହଚର ଶବ୍ଦ ଯୁଗ୍ମ) — (ଉ—ଭିତରେ ଭିତରେ ସଲାସୁତର ବାହାରେ ଲାଗିଛି କଳି। ଢଗ।)
- ଦେ. ବି (ଆ. ସଲ୍ହା+ସଂ. ସୂତ୍ର; ସହଚର ଶବ୍ଦ ଯୁଗ୍ମ) — ଷଡ଼୍ଯନ୍ତ୍ର — Conspiracy; plot