ସଲଗ Saḻaga

  • ସଂ. ବିଣ (ସଂ. ସଂଲଗ୍ନ) — ସଂଲଗ୍ନ; ଲଗାଲଗି — Adjoining
  • ସଂ. ବିଣ (ସଂ. ସଂଲଗ୍ନ) — ସଂଯତ — Restrained; controlled; regulated
  • ସଂ. ବିଣ (ସଂ. ସଂଲଗ୍ନ) — ସମ୍ବନ୍ଧ — Connected