ସଲଗାଇବା Salagāibā

  • ପ୍ରାଦେ. (ଗଡ଼ଜାତ) କ୍ରି — ସଜାଡ଼ିଦେବା — To set right
  • ପ୍ରାଦେ. (ଗଡ଼ଜାତ) କ୍ରି — ସୁସଂଯତ କରିବା — To regulate
  • ପ୍ରାଦେ. (ଗଡ଼ଜାତ) କ୍ରି — ସଂଲଗ୍ନ କରିବା — To attach; to fasten