ସର୍ଭେ ଲମ୍ବର୍ Sarbhe lambar

  • ବୈଦେ. ବି (କଚିରିଆ) (ଇଂ. ସର୍ଭେ ନମ୍ବର) — ସର୍ଭେ ମାପରେ ବିଭିନ୍ନ ଜମି ଚିହ୍ନିତ କରିବା ପାଇଁ ନକ୍ସାରେ ପ୍ରତ୍ୟେକ ଜମି(ପ୍ଲଟ୍)ରେ ଚିହ୍ନିତ ହୋଇଥିବା ସଂଖ୍ୟା — The Survey-number of a plot of land