ସର୍ଭେ ନକ୍ସା Sarbhe naksā
- ବୈଦେ. ବି (କଚିରିଆ)—(ଇଂ. ସର୍ଭେ+ଫା. ନକ୍ସା) — ଜମିମାପର ବିବରଣ ଯେଉଁ ନକ୍ସାରେ ଅଙ୍କିତ ହୋଇଥାଏ — A survey map; a map prepared or published in connection with the Survey operations of a tract of country
- ବୈଦେ. ବି (କଚିରିଆ)—(ଇଂ. ସର୍ଭେ+ଫା. ନକ୍ସା) — [ଦ୍ର—କୌଣସି ଅଞ୍ଚଳରେ ସରକାରୀ ସର୍ଭେ ହୋଇଗଲେ ଉକ୍ତ ସମଗ୍ର ଅଞ୍ଚଳର ମଜମୁନ୍ ନକ୍ସା ଓ ପ୍ରତ୍ୟେକ ମଉଜାର ସ୍ୱତନ୍ତ୍ର ନକ୍ସାମାନଙ୍କରୁ ଲିଥୋଗ୍ରାଫ୍ ପ୍ରଣାଳୀରେ ମୁଦ୍ରିତ ନକ୍ସାମାନ ତିଆରି କରାଯାଇ ତାହା ସର୍ବସାଧାରଣଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରି କରାଯାଏ। ପ୍ରତ୍ୟେକ ଜିଲ୍ଲାର କଲେକ୍ଟରମାନଙ୍କ ସିରସ୍ତାରେ ଏ ନକ୍ସାମାନ ବିକ୍ରି ପାଇଁ ରଖା ଯାଇଥାଏ।]