ସର୍ଭେ ଡିପାର୍ଟମେଣ୍ଟ୍ Sarbhe ḍipārṭmeṇṭ

  • ବୈଦେ. ବି (କଚିରିଆ) (ଇଂ.) — ଜମି ମାପ କରିବା ପାଇଁ ନିଯୁକ୍ତ ସରକାରୀ ବିଭାଗ — The Survey Department
  • ବୈଦେ. ବି (କଚିରିଆ) (ଇଂ.) — [ଦ୍ର—ଏହି ବିଭାଗର ଭିନ୍ନ ଭିନ୍ନ କର୍ମଚାରୀଙ୍କର ଇଂରେଜି ନାମ ଅଛି। ଯଥା—ସୁପରିଣ୍ଟେଣ୍ଡେଣ୍ଟ, ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ, ଅଫିସର୍, ଅମିନ, ସୁପର୍ ଭାଇଜର୍ ଇତ୍ୟାଦି।]