ସର୍ଭେ ଆପିସ୍, ସର୍ଭେ ଆଫିସ୍ Sarbhe āp(ph)is

  • ବୈଦେ. ବି (କଚିରିଆ) (ଇଂ. ସର୍ଭେ ଅଫିସ୍) — ଯେଉଁ କଚେରୀରେ ସର୍ଭେ ବିଭାଗର କାଗଜ ପତ୍ର ରହେ ଓ କର୍ମଚାରୀମାନେ କାର୍ଯ୍ୟ କରନ୍ତି — Office of the Survey Department