ସର୍ଭେ ଅଫିସର୍ Sarbhe aphisar

  • ବୈଦେ. ବି (କଚିରିଆ) (ଇଂ, ସର୍ବେ ଅଫିସର୍) ସର୍ଭେ ବିଭାଗର ଜିଲ୍ଲାର ଉଚ୍ଚତମ କର୍ମଚାରୀ — Survey Officer of a district
  • ବୈଦେ. ବି (କଚିରିଆ) (ଇଂ, ସର୍ବେ ଅଫିସର୍) [ଦ୍ର—ରାଜ୍ୟର ରାଜସ୍ୱ ନିର୍ଦ୍ଧାରଣାର୍ଥ କରାଯିବା ସର୍ଭେର ଉଚ୍ଚତମ କର୍ମଚାରୀ ଯେବେ ରାଜସ୍ୱ ବନ୍ଦୋବସ୍ତ ବିଭାଗର ଉଚ୍ଚତମ କର୍ମଚାରୀ ହୋଇ ଥାଆନ୍ତି ତାଙ୍କୁ — Survey and Settlement Officer(ସର୍ଭେ ଆଣ୍ଡ ସେଟଲମେଣ୍ଟ ଅଫିସର) ବୋଲାଯାଏ ସର୍ଭେ ଅଫିସରଙ୍କ ଅଧସ୍ତନ ସହକାରୀ କର୍ମଚାରୀଙ୍କୁ(Assistant Survey Officer)ଆସିଷ୍ଟାଣ୍ଟ ସର୍ଭେ ଅଫିସର୍ ବୋଲାଯାଏ]