ସର୍ଭେ ଅପିସ୍, ସର୍ଭେ ଅଫିସ୍ Sarbhe ap(ph)is

  • ବୈଦେ. ବି (କଚିରିଆ) (ଇଂ. ସର୍ଭେ ଅଫିସ୍) — ଯେଉଁ କଚେରୀରେ ସର୍ଭେ ବିଭାଗର କାଗଜ ପତ୍ର ରହେ ଓ କର୍ମଚାରୀମାନେ କାର୍ଯ୍ୟ କରନ୍ତି — Office of the Survey Department