ସର୍ଭିସ୍ Sarbhis
- ବୈଦେ. ବି (ଇଂ ସର୍ଭିସ୍) — ଚାକିରି — Service
- ବୈଦେ. ବି (ଇଂ ସର୍ଭିସ୍) — ସରକାରୀ ଚାକିରି — Public service; service under the Government
- ବୈଦେ. ବି (ଇଂ ସର୍ଭିସ୍) — ଗଭର୍ଣ୍ଣମେଣ୍ଟଙ୍କ କାର୍ଯ୍ୟ — Government business
- ବୈଦେ. ବି (ଇଂ ସର୍ଭିସ୍) — ଧର୍ମମନ୍ଦିରରେ ଉପାସନା — Prayer or service in a church or temple
- ବୈଦେ. ବି (ଇଂ ସର୍ଭିସ୍) — ଭଡ଼ା ମଟର ଆଦି ନେଇ ନିର୍ଦ୍ଦିଷ୍ଟ ସ୍ଥାନକୁ ନିର୍ଦ୍ଦିଷ୍ଟ କାଳ— କ୍ରମରେ ଗମନାଗମନ — Motor or lorry service; regular plying of conveyance for hire from one place to another